ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧ ଅଟକ, ସୂଚନା ଦେଲେ ପୁରୀ ଏସପି

ଭୁବନେଶ୍ବର : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧକୁ ଅଟକ ରଖିଛି ପୁରୀ ପୁଲିସ। ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯିବା ପରେ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରାପଡ଼ିଥିବା ସୂଚନା ମିଳିଛି।ଗତ ରବିବାର ରାତିରେ ଶ୍ରୀମନ୍ଦିର ରୋଷଘରର ଚୁଲା ଭଙ୍ଗାଯାଇଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି … Continue reading ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧ ଅଟକ, ସୂଚନା ଦେଲେ ପୁରୀ ଏସପି